ନିଶା ବଳୟରେ ରାଜଧାନୀ: ୪ ମାଫିଆ ଗିରଫ, ଖସିଗଲା ମୁଖ୍ୟ

ଦିନକରେ ଦେଢ଼ କୋଟିର ନିଶା ଜବତ ଭୁବନେଶ୍ବର : ରାଜଧାନୀରେ ଦିନକୁ ଦିନ ନିଶା କାରବାର ବେକାବୁ ହେବାରେ ଲାଗିଛି। ପୁଲିସ୍‌, ଅବକାରୀ ବିଭାଗ ଓ ଏସ୍‌ଟିଏଫ୍‌ ନିୟମିତ ଅନ୍ତରାଳରେ ରାଜଧାନୀରୁ ପୁଳାପୁଳା ଗଞ୍ଜେଇ, ବ୍ରାଉନସୁଗାର, ହେରୋଇନ୍‌, ଚୋରା ମଦ ଜବତ କରୁଛି। ମାଫିଆ, ଖୁଚୁରା ବେପାରୀଙ୍କୁ ବି ଗିରଫ କରୁଛି। କିନ୍ତୁ ନିଶା କାରବାର ଉପରେ ରୋକ୍‌ ଲାଗି ପାରୁନାହିଁ। ନା ବେପାର କମୁଛି ନା ବେପାରୀଙ୍କ ମନୋବଳ … Continue reading ନିଶା ବଳୟରେ ରାଜଧାନୀ: ୪ ମାଫିଆ ଗିରଫ, ଖସିଗଲା ମୁଖ୍ୟ